କଳହଂସ
ଦେଖଣା
କଳହଂସ —
ଉଚ୍ଚାରଣ: Kaḻahaṁsa
ସଂ. ବି. (ମ. ପ. ଲୋ; କଳ=ମଧୁର ଶବ୍ଦ+ହସଂ; କଳ କରୁଥିବା ହଂସ) —
୧: ରାଜହଂସ — ୧. Drake; gander; swan.
୨: ବ୍ରାହ୍ମଣ —୨. A Brāhmaṇa.
୩: ଉତ୍ତମ ରାଜା —୩. A good king.
୪: ବ୍ରହ୍ମ; ପରମାତ୍ମା — ୪. The Brahma; the Divine Soul.
୫: ସଙ୍କର ରାଗିଣୀବିଶେଷ — ୫. Name of a mixed musical strain.
୬: ପ୍ରତ୍ଯେକ ଚରଣରେ ୧୨: ଓ ମତାନ୍ତରେ ୧୩: ଅକ୍ଷର— ବିଶିଷ୍ଟ ବୃତ୍ତବିଶେଷ — ୬. Name of a metre with ୧୨ or ୧୩ syllables to a foot.