Jump to content

କଳହଂସକେଦାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳହଂସକେଦାର
ଉଚ୍ଚାରଣ: Kaḻahaṁsakedāra

ଦେ. ବି —

ଓଡ଼ିଆ ରାଗ ବା ଛନ୍ଦବିଶେଷ — The name of a rhyme in Oriya.

[ଦ୍ର—ଏଥିରେ ଚାରୋଟି ପାଦ ଓ ପ୍ରତ୍ଯେକ ପାଦରେ ବାରଟି ଲେଖାଏଁ ଅକ୍ଷର ଥାଏ ଦ୍ବିତୀୟ ଓ ଚତୁର୍ଥ ପାଦ ବୋଲି ସାରି 'ଯେ' ଧ୍ଵନି ଲାଗାଇବାକୁ ହୁଏ, ଏହାର ସପ୍ତମ ଓ ଶେଷ ଅକ୍ଷର ଉପରେ ୟତିପାତ ହୁଏ ଗାଇଲା ବେଳେ ୪: ର୍ଥ ପାଦ ଶେଷରେ 'ଯେ' ଲାଗାଇ ବୋଲି ସାରି ପୁଣି ୩: ୟ ପାଦକୁ ବିନା 'ଯେ'ରେ ଆବୃତ୍ତି କରାଯାଏ]

ଯଥା —

ବୁଦ୍ଧ ସାରସେ ବେନି ରାଗରୁଚିର ନୀରକ୍ଷୀର ମିଶ୍ରିତ ହିରୁକ୍ତି ବାର ଯେ ଶୁକ କହି ବାରତା ଚାତୁରୀ ସ୍ମରି ସାରୀ ଅଗ୍ରତେ ମୃଦୁତରହି କରି ଯେ— ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ