Jump to content

କଳହାନ୍ତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳହାନ୍ତ
ଉଚ୍ଚାରଣ: Kaḻahaānta

ଦେ. ବିଣ (ସଂ. କଳହାନ୍ତରିତା) —

କଳହାନ୍ତରିତା (ଦେଖ) Kaḻahāntaritā (See)

କଳହାନ୍ତ ଭାଗ ତାର ଦେଖିଲାକ ସଖୀ ଆଗେ ରହି କହେ ଦୂତୀ ଶୁଣ ଚନ୍ଦ୍ରମୁଖୀ ଗୋ—ପ୍ରାଚୀ. ରସବାରିଧି