କଳହାନ୍ତରିତା
ଦେଖଣା
କଳହାନ୍ତରିତା —
ଉଚ୍ଚାରଣ: Kaḻahāntaritā
ସଂ. ବିଣ. ସ୍ତ୍ରୀ. (କଲହ+ଅନ୍ତର+ଇତ+ଆ) —
ନାଟ୍ୟଶାସ୍ତ୍ରୋକ୍ତ ନାୟିକାବିଶେଷ; ନାୟକ ବା ସ୍ବାମୀ ସହିତ କଳହ କରି ପରେ ଅନୁତପ୍ତା (ନାୟିକା) — A class of heroines in dramatic works; (a woman) regretting afterwards after having quarrelled with her husband or sweet-heart.
ପାଶ୍ଚତ୍ତାପ ହେଲା ମୋର, ଏବେ କଳହାନ୍ତରିତା ନାରୀ ପରକାର ଭଞ୍ଜ. ପ୍ରେମସୁଧାନିଧି