ଶବ୍ଦାର୍ଥ:
କଳାଈ — ଉଚ୍ଚାରଣ: Kaḻāī
ଦେ. ବି. ସ୍ତ୍ରୀ (ସଂ. କାଳୀ) —
ଗ୍ରାମଦେବୀବିଶେଷ — Name of a popular Goddess.