Jump to content

କଳାକର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳାକର
ଉଚ୍ଚାରଣ: Kaḻākara

ସଂ. ବି. (୬: ଷ୍ଠୀ ତତ୍ କଳା=ଚନ୍ଦ୍ରଙ୍କ କଳା+ଆକାର=ସ୍ଥାନ; ଆଧାର) —

ଚନ୍ଦ୍ର —Moon (having phases).

କି ମୋହଲ ଲୀଳା ଧରି କୋଟି କଳାକାର ଶିରୀ ପୂରିଛି ସେ ଶ୍ୟାମ ମୂରତିରେ କବିସୂର୍ଯ୍ୟ. କିଶୋରୀଚମ୍ପୁ