କଳାକାଠ
ଦେଖଣା
କଳାକାଠ —
ଉଚ୍ଚାରଣ: Kaḻākāṭh
ଦେ. ବିଣ. —
୧: ଅତି କୃଷ୍ଣବର୍ଣ୍ଣ — ୧. Very black.
୨: ବିବର୍ଣ୍ଣ —୨. Pale.
(ଯଥା, ମୁଁ ଚୋରକୁ ହାତେ ହାତେ ଧରି ପକାଇ ତାକୁ ଧମକାଇବାରୁ ତା ମୁହଁ କଳାକାଠ ପଡ଼ିଗଲା) —
ସୂର୍ଯ୍ୟତାପ ବା ଖରାରେ ଅନେକ ସମୟ ଚାଲବୁଲ କରିବା ଯୋଗୁଁ ୟାହାର ଶରୀରର ବର୍ଣ୍ଣ କଳା ପଡ଼ିଯାଇ ଥାଏ — (a person) Whose body has become tan or brown by frequent exposure to the sun.
(ଯଥା—ଗେରାଲୋକେ ଭାରତ ବର୍ଷରେ ୨: ବର୍ଷ ରହି ବିଲାତକୁ ଫେରିଲା ବେଳକୁ କଳାକାଠ ହୋଇ ଯାଇ ଥାଆନ୍ତି)