କଳାକାହ୍ନୁ
ଦେଖଣା
କଳାକାହ୍ନୁ —
ଉଚ୍ଚାରଣ: Kaḻākāhnu
ଦେ. ବି (ସଂ.କାଳ=କାଳ+ସଂ. କୃଷ୍ଣ=ପ୍ରା. କାହ୍ନ; ଏହାଙ୍କୁ ଦେହ ଶ୍ୟାମଳ ଥିବାରୁ)
ଶ୍ରୀକୃଷ୍ଣଙ୍କ ନାମ — ୧. A name of Ṡrīkṛushṇa (on account of his dark complexion).
୨: ଏକ ଜାତୀୟ ଶାରଦ ଧାନ — ୨. A kind of winter-paddy.