Jump to content

କଳାକୁଶଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳାକୁଶଳ
ଉଚ୍ଚାରଣ: Kaḻākuṡaḻa
(କଳାକୁଶଳା—ସ୍ତ୍ରୀ)

ସଂ. ବିଣ.ପୁଂ (୭: ମୀ ତତ୍; କଳା=କଳାବିଦ୍ୟା+ କୁଶଳ) —

ନୃତ୍ୟ ଗୀତାଦି କଳାବିଦ୍ୟାରେ ନିପୁଣ —Versed in the fine arts; skilled in the elegant arts.