Jump to content

କଳାକୁ ଧଳା କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳାକୁ ଧଳା କରିବା
ଉଚ୍ଚାରଣ: Kaḻāku dhaḻā karibā

ଦେ. ପ୍ରବଚନ —

(ଲକ୍ଷାଣାର୍ଥ) କୌଣସି ବିଷୟକୁ ଭିନ୍ନଭାବରେ ବା ବିପରୀତ ପ୍ରମାଣିତ କରିବା —(figurative) To prove a thing to be the exact oppisite by manipulating evidence.