Jump to content

କଳାକୋତରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳାକୋତରା
ଉଚ୍ଚାରଣ: Kaḻākotarā
(କଳାକୋତରୀ—ସ୍ତ୍ରୀ)

ଦେ. ବିଣ. ପୁଂ —

କୃଷ୍ଣବର୍ଣ୍ଣ ଓ ଅପରିଷ୍କୃତ (ପୁରୁଷ ବା ବସ୍ତୁ) —Dark and dirty. (person or thing.

ଦେ. ବି —

କୃଷ୍ଣବର୍ଣ୍ଣର ମଇଲା —Black dirt.