କଳାଜମି
ଦେଖଣା
କଳାଜମି —
ଉଚ୍ଚାରଣ: Kaḻājami
ଦେ. ବି (ସଂ. କାଳ+ଆ. ଜମିନ୍)
୧: ମୁଗ, ଧାନ, ନଳିତା ଓ ଗବ ଆଦି ସବୁପ୍ରକାରଫସଲ ହେବାର ଉପଯୁକ୍ତ ଜମି — ୧. Soil fit for paddy and cereals.
୨: ଯେଉଁ ଜମିରେ ଘର,ବାଡ଼ି ପ୍ରଭୃତି ଥାଏ — ୨. Homestead land.