Jump to content

କଳାଜାଇ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳାଜାଇ
ଉଚ୍ଚାରଣ: Kaḻājāi
কালাতিল कालातिल

ଦେ. ବି. (ସଂ. ନାମ ତିଳକାଳକ) —

କୌଣସି କୌଣସି ମନୁଷ୍ୟଙ୍କ ଶରୀରରେ ଜନ୍ମକାଳରୁ ଦେଖାଯିବା କୃର୍ଣ୍ଣବର୍ଣ୍ଣ ତିଳାକୃତି ଦାଗ —Black mole appearing on certain parts of the body of some people; mother's mark; black stigma.