କଳାଜୀରି
ଦେଖଣା
କଳାଜୀରି —
ଉଚ୍ଚାରଣ: Kaḻājīri
কলজীরে ধান
कलाजीरा
ଦେ. ବି. (ସଂ. କାଳ+ଜୀରକ; ଏହାର ଆକୃତି ଜୀରା ପରି ଓ ବର୍ଣ୍ଣ କଳା ଥିବାରୁ) —
ଏକ ପ୍ରକାର କୃଷ୍ଣବର୍ଣ୍ଣ ସୁବାସିତ ସରୁ ଶାରଦ ଧାନ — Name of a scented fine winter-paddy of black colour.