Jump to content

କଳାଝୁଣା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳାଝୁଣା
ଉଚ୍ଚାରଣ: Kaḻā jhuṇā
কলাডুমর कालाडुमर ଗୁ. କାଲୋଡ଼ାମାର ତା. କାରାପୁଡ଼ାମର ତେ. ନାହ୍ଲାଡ଼ାମର; ନଲ୍ଲାସୋଜାନ୍

ଦେ. ବି —

ଏକ ପ୍ରକାର ବନ୍ୟ ବୃକ୍ଷ — A wild tree; Shorea Tumbaggaia. (Kirtikar)

[ଦ୍ର—ପଶ୍ଚିମଭାରତ ଓ ମହୀଶୂରରେ ଏହା ପ୍ରଚୁର ଜନ୍ମେ ଏହାର କ୍ଷୀରରୁ ଅଠା ହୁଏ; କାଠ ସରଳ ଓ ସାଉଁଳିଆ ଏବଂ ଶାଳୁଆ କାଠଠାରୁ ଶକ୍ତ ଏହାର ପତ୍ର ଅଣ୍ତାକାର ଏହାର ଅଠା କେତେକ ରୋଗରେ ମଲମ ରୂପେ ବ୍ୟବହୃତ ହୁଏ]