କଳାନାଗ
ଦେଖଣା
କଳାନାଗ —
ଉଚ୍ଚାରଣ: Kaḻānāga
কালনাগ
कालानाग
(କଳାନାଗୁଣୀ—ସ୍ତ୍ରୀ)
ଦେ. ବି. ପୁଂ. (ସଂ. କଳାନାଗ) —
୧: କାଳିୟ ସର୍ପ; ଅତ୍ବୁଗ୍ରବିଷଧର କୃଷ୍ନବର୍ଣ୍ଣ ସର୍ପ— ବିଶେଷ —୧. A very poisonous cobra of dark colour.
ଖଳିକାର ନୋହି କଳାନାଗଗକୁ ଚାଲିଲୁ ରେ କବିସୁର୍ୟ୍ୟ—କିଶୋରିଚନ୍ଦ୍ରାନନ୍ଦଚମ୍ପୁ ଖ—ଗୀତ
୨: (ଲକ୍ଷଣାର୍ଥ) ଅତି କ୍ରୋଧୀ ବ୍ୟକ୍ତି — ୨. (fugurative) A very furious person.
୩: (ଲକ୍ଷଣାର୍ଥ) ମୁଖର ବ୍ୟକ୍ତି — ୩. (figurative) A very foul-tongued person.
୪: (ଲକ୍ଷଣାର୍ଥ) ଖଳ ବ୍ୟକ୍ତି; ଦୂର୍ଜନ — ୪. (Figurative) A wicked person.