Jump to content

କଳାନାଗବଲ୍ଲୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳାନାଗବଲ୍ଲୀ
ଉଚ୍ଚାରଣ: Kaḻānāgaballī

ଦେ. ବି. (ସଂ. କଳିତ?+ନାଗବଲ୍ଲୀ) —

କଳଜକା ପାନ; ପାଟିକଢ଼ା ପାନ; ପାଟିରେ ଥିବା ଉଚ୍ଛିଷ୍ଟ ତାମ୍ବୁଳ —Betel which has been partly chewed by a person.

କୁସୁମୋତ୍ସବ ବିରହ ୟୁଗୁ, ଲାଗି ଡକାଇତ ଲାଗୁ ଲାଗୁ ଲଳନା ରତନ କଳନା ନ ପଡି କଳାନାଗବଲ୍ଲୀ ଗେଲେ ମାଗୁ କବିସୁର୍ୟ୍ୟ—ସଙ୍ଗୀତ