କଳାନିଧିବହନବଳାପହ
ଦେଖଣା
କଳାନିଧିବହନବଳାପହ —
ଉଚ୍ଚାରଣ: Kaḻānidhibahanabaḻāpaha
ସଂ. ବି. (ଉପପଦ ଓ ୬: ଷ୍ଠୀ ତତ୍; କଲାନିଧି +ବହନ+ବଳାପହ) —
(ଶିବଶତ୍ରୁ) ମଦନ; କାମଦେବ —Cupid.
କଳାନିଧି ବହନ କଲାପହ କଦନ ପଳାଉ ଧନରେ କବିସୂର୍ଯ୍ୟ—ସଙ୍ଗୀତ
କଳାନିଧିବହନବଳାପହ —
ଉଚ୍ଚାରଣ: Kaḻānidhibahanabaḻāpaha
ସଂ. ବି. (ଉପପଦ ଓ ୬: ଷ୍ଠୀ ତତ୍; କଲାନିଧି +ବହନ+ବଳାପହ) —
(ଶିବଶତ୍ରୁ) ମଦନ; କାମଦେବ —Cupid.
କଳାନିଧି ବହନ କଲାପହ କଦନ ପଳାଉ ଧନରେ କବିସୂର୍ଯ୍ୟ—ସଙ୍ଗୀତ