କଳାପଟା
ଦେଖଣା
କଳାପଟା —
ଉଚ୍ଚାରଣ: Kaḻāpaṭā
কালবোর্ড
कालीपटरी;
कालातखता
ଦେ. ବି. (ସଂ. କାଳ+ପଟ୍ଟ) —
ସ୍କୁଲମାନଙ୍କରେ ଅଙ୍କ ଆଦି ଲେଖା ଛାତ୍ରମାନଙ୍କୁ ବୁଝାଇବା ପାଇଁ ବ୍ୟବହୃତ କଳାରଙ୍ଗ ବୋଳା ହୋଇଥିବା ପଟା; ବ୍ଳାକ୍ବୋର୍ଡ — Black-board.
କଳାପଟା —
ଉଚ୍ଚାରଣ: Kaḻāpaṭā
কালবোর্ড
कालीपटरी;
कालातखता
ଦେ. ବି. (ସଂ. କାଳ+ପଟ୍ଟ) —
ସ୍କୁଲମାନଙ୍କରେ ଅଙ୍କ ଆଦି ଲେଖା ଛାତ୍ରମାନଙ୍କୁ ବୁଝାଇବା ପାଇଁ ବ୍ୟବହୃତ କଳାରଙ୍ଗ ବୋଳା ହୋଇଥିବା ପଟା; ବ୍ଳାକ୍ବୋର୍ଡ — Black-board.