କଳାପର୍ବତ
ଦେଖଣା
କଳାପର୍ବତ —
ଉଚ୍ଚାରଣ: Kaḻāparbata
ଦେ. ବି —
୧: କଳାପାହାଡ଼ (ଦେଖ) ୧. Kaḻāpāhṟḍ̠a (See)
ସେ କର୍ମ କିଛିଦିନ ସହି, କଳାପର୍ବତ ନାମ ବହି ଭୂପତି—ପ୍ରେମପଞ୍ଚାମୃତ
୨: ନୀଳାଚଳ; ଶ୍ରୀକ୍ଷେତ୍ର; ପୁରୁଷୋତ୍ତମ କ୍ଷେତ୍ର — ୨. A name of the sacred place of Puri.
କଲାପର୍ବତ ନାୟକ ନିତ୍ୟକୃତ୍ୟରେ ପରିବେଶ ଦୀନକୃଷ୍ଣ. ରସକଲ୍ଲୋଳ