Jump to content

କଳାପାହାଡ଼ିଆସଂସ୍କାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳାପାହାଡ଼ିଆସଂସ୍କାର
ଉଚ୍ଚାରଣ: Kaḻāpāhāṟḍ̠iāsṁskāra
কালাপাহাড়ীসংস্কার

(କଳାପାହାଡ଼ ମନ୍ଦିର ଦେବଦେବୀଙ୍କୁ ଭାଙ୍ଗି ପକାଇ ଥିବାର ଭାବକୁ ଲକ୍ଷ କରି) କୈଣସି ଉଗ୍ର ସଂସ୍କାର; ପୁରାତନ ରୀତିନୀତିକୁ ସମ୍ପୂର୍ଣ୍ଣରୂପେ ଭାଙ୍ଗି ଯେଉଁ ସମାଜ ସଂସ୍କାରାଦି କରାଯାଏ — Any drastic reform.