Jump to content

କଳାବଣି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳାବଣି
ଉଚ୍ଚାରଣ: Kaḻābaṇi

ଦେ. ବି —

ବୃକ୍ଷବିଶେଷ — A kind of tree; Avicennia Officianalis (Haines).

[ ଦ୍ର—ଏ ଗଛ ବଡ଼ ଏହାର ଫୁଲ ହଳଦିଆ ଓ ଫଳ ଗାଢ଼— ନୀଳ ମହାନଦୀମୁହାଣର ତ୍ରିକୋଣ ଭୂମି ଉପରେ ସନ୍ତସନ୍ତିଆ ସ୍ଥାନମାନଙ୍କରେ ଏହା ଜନ୍ମେ ]