କଳାବତୁ
ଦେଖଣା
କଳାବତୁ —
ଉଚ୍ଚାରଣ: Kaḻābatu
কলাবতু
कलाबत्त
ବୈଦେ. ବି. (ତୁର୍କୀ. କଲାବତୂନ୍; ସଂ. କଳା+ବୃତ୍ତ; କଳଦ୍ବାରା ଗୁଡ଼ିଆ ହୋଇଥିବାରୁ) —
ରୋସମ ସୂତା ସହିତ କଳ ଦ୍ବାରା ଗୁଡ଼ିଆ ହୋଇଥିବା ସୁନା ରୂପାର ଖୂବ୍ ବାରିକ୍ ସୂତା —Silken thread twisted along with very slender gold or silver threads by machine.