କଳାବନ୍ତ
ଦେଖଣା
କଳାବନ୍ତ —
ଉଚ୍ଚାରଣ: Kaḻābanta
কলাবন্র
कलाबन्त
ଦେ. ବିଣ. ପୁଂ. (ସଂ. କଳାବତ୍; ତୁଳ. ହି. କାଲୋୟାତ୍ =ସଙ୍ଗୀତ ବିଦ୍ୟାରେ ନିପୁଣ ବ୍ୟକ୍ତି) —
୧: କଳାବିଦ୍ୟାକୁଶଳ — ୧. Versed or cultured in the elegant arts.
୨: ରସିକ —୨. Gallant; witty; amorous.
୩: ଶ୍ରୀମାନ; ଶ୍ରୀବନ୍ତ — ୩. Fortunate; lucky.
୪: ବିଶେଷ ଶୁଭ ଲକ୍ଷଣଯୁକ୍ତ — ୪. Beautiful; having auspicious signs on the body.
୫: ସଙ୍ଗୀତକୁଶଳ —୫. Expert in music.
୬: ଶିଳ୍ପ ନିପୁଣ — ୬. Artistic; skilled in any art.