Jump to content

କଳାବାଇଁଶି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳାବାଇଁଶି
ଉଚ୍ଚାରଣ: Kaḻābāiñṡi
কালবাশি, কালবপু কালবোস कुलिश

ଦେ. ବି (ସଂ. କୁଳିଶ ମତ୍ସ୍ୟ; କିମ୍ବା ସଂ. କାଳ+ବାୟୁସ= ମତ୍ସ୍ୟବିଶେଷ) —

ରୋହି ମାଛ ଠାରୁ ଛୋଟ ଓ କୃଷ୍ଣବର୍ଣ୍ଣ ଜାତି— ବିଶିଷ୍ଟ ମାଛବିଶେଷ — A kind of fish; a kind of fresh-water carp; Lubeo Calbasu; Pomotis.

[ଦ୍ର—ଏ ମାଛର ପକ୍ଷୀ କଳା; ରୋହି ମାଛର ପକ୍ଷୀ ନାଲି; ଏ ମାଛର ଓଠରେ ଦୁଇଟି ବ଼ଡ଼ ଓ ଦୁଇଟି ସାନ ନିଶ ଥାଏ ଏ ମାଛ ଏକ ହାତ ପର୍ଯ୍ୟନ୍ତ ବଢ଼େ ]