Jump to content

କଳାବାନ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳାବାନ୍
ଉଚ୍ଚାରଣ: Kaḻābān
(କଳାବତୀ—ସ୍ତ୍ରୀ)

ସଂ. ବିଣ. ପୁଂ (କଳା+ଅଛି ଅର୍ଥରେ ବତ୍; ୧: ମା.୧: ବ) —

୧: କଳାବନ୍ତ (ଦେଖ) ୧. Kaḻābanta (See)

ସଂ. ବି —

ଚନ୍ଦ୍ର — The moon.