Jump to content

କଳାବାହୁଟିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳାବାହୁଟିଆ
ଉଚ୍ଚାରଣ: Kaḻābāhuṭiā
বাউটা कालाहिरन, करसायन

ଦେ. ବି. (ସଂ. କାଳ+ବାତାଟ=ମୃଗ; ତୁଳ. ପ୍ରାଚୀନ ବଙ୍ଗଳା ବାଉଟିୟା) —

କୃଷ୍ଣସାର ମୃଗ; ଏହାର ପିଠି କଳା ଏବଂ କଡ଼ ଓ ପେଟ ଧଳା; ଅଣ୍ଡିରା ହରିଣର ଶିଂଘ ଥାଏ ମାତ୍ର ମାଈ ହରିଣର ଶିଂଘ ନ ଥାଏ — The black deer; the black antelope.