Jump to content

କଳାବିତି ନଇ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳାବିତି ନଇ
ଉଚ୍ଚାରଣ: Kaḻābiti nai
কাকমারি काकमार

ଦେ. ବି —

ଖୋରଧା ଅଞ୍ଚଳର ଜଙ୍ଗଲରେ ଜାତ ଲତା— ବିଶେଷ; କାକମାରୀ —A wild creeper; Anamirta Cocculus (Haines)

[ଦ୍ର—ଏଥିର ଛାଲରୁ ତନ୍ତୁମୟ ଲଇ ବାହାରେ]