Jump to content

କଳାବୁଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳାବୁଆ
ଉଚ୍ଚାରଣ: Kaḻābuā

ଦେ. ବି. (ସଂ. କାଳ+ବୋ ଧାତୁ=ବୁଣିବା; ବପନ କରିବା) —

ବେଉଷଣ ହେବା ପରେ ଈଷତ୍ କୃଷ୍ଣବର୍ଣ୍ଣ ଦେଖାଯିବା ୭/୮: ଆଙ୍ଗୁଳି ଉଚ୍ଚ ଧାନ ଗଛ — Sown paddy plants looking healthy and black after pudding.