Jump to content

କଳାବୁଲିୟିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳାବୁଲିଯିବା
ଉଚ୍ଚାରଣ: Kaḻā bulijibā

ଦେ. ବି —

୧: ବୁଣା ହୋଇଥିବା ଧାନଗଛମାନ ବେଉଷଣ ପରେ ଚିକ୍କଣ କୃଷ୍ଣବର୍ଣ୍ଣ ଦେଖାଯିବା — ୧. The black and glossy apperance of paddy plants some days after puddling.

୨: ଶୁଆଙ୍କ ବୟସ ବେଶୀ ହେବା ସଙ୍ଗେ ସଙ୍ଗେ କୃଷ୍ଣବର୍ଣ୍ଣ ରେଖା କଣ୍ଠରେ ଚାରିପାଖରେ ପ୍ରକାଶ ପାଇବା — ୨. The apperance of a black line round the neck of full grown parrots.