କଳାବୋଇତ
ଦେଖଣା
କଳାବୋଇତ —
ଉଚ୍ଚାରଣ: Kaḻāboita
ଦେ. ବି —
୧: କୃଷ୍ଣବର୍ଣ୍ଣ ପଟ୍ଟୁବସ୍ତ୍ର — ୧. A silk cloth of black colour.
ଝିଅକୁ ପିନ୍ଧାଏ କଳାବୋଇତ, ଉଡ଼େଇ ନଉଛି ଭୂତ ଧୋରେବାୟା ଶିଶୁଗୀତ
୨: କୃଷ୍ଣବର୍ଣ୍ଣ ମୋଟା ସୂତା—ଲୁଗା — ୨. A coarse black linen cloth.