Jump to content

କଳାମେଘୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳାମେଘୀ
ଉଚ୍ଚାରଣ: Kaḻāmeghī

ଦେ. ବି —

କଳାମେଘ ପରି ବର୍ଣ୍ଣବିଶିଷ୍ଟ ଏକ ପ୍ରକାର ଶାଢ଼ୀ — A cloth of the colour of dark clouds; worn by females.

ଦେ. ବିଣ. —

କଳାମେଘର ବର୍ଣ୍ଣବିଶିଷ୍ଟ — Of the colour of black cloud.