Jump to content

କଳାରାଆଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳାରାଆଟ
ଉଚ୍ଚାରଣ: Kaḻārāāṭa

ଦେ. ବି. (ସଂ. କାଳ ଓ ରାଜନ୍; ଜଗନ୍ନଥଙ୍କ ମୂର୍ତ୍ତି କଳା ଥିବାରୁ) —

ଶ୍ରୀ ଜଗନ୍ନାଥ ମହାପ୍ରଭୂ — The Deity Jagannātha.