Jump to content

କଳାରାଆଟ ଦ୍ବାରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳାରାଆଟ ଦ୍ବାରା
ଉଚ୍ଚାରଣ: Kaḻārāāṭa dwāra

ଦେ. ବି. —

୧: ପୁରୀର ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିବାର କବାଟ — The door leading into the main temple at Puri.

୨: ବିଷ୍ଣୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବାର ଶେଷ ଦ୍ବାର — ୨. The door nearest to the image of Bishṇu in a temple.