Jump to content

କଳାଳାପ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳାଳାପ
ଉଚ୍ଚାରଣ: Kaḻāḻāpa

ସଂ. ବି —

୧: (କର୍ମଧା; କଳା+ଆଳାପ) ମଧୁରାଳାପ — ୧. Sweet words.

୨: ମଧୁର ଅବ୍ୟକ୍ତ ଧ୍ଵନି — ୨. Sweet inarticulate sound.

୩: (ବହୁବ୍ରୀହି) ଭ୍ରମର —୩. The large black bee; the droning bee.