କଳାହାଣ୍ଡିଆ ମେଘ
ଦେଖଣା
କଳାହାଣ୍ଡିଆ ମେଘ —
ଉଚ୍ଚାରଣ: Kaḻāhāṇḍiā megha
कालीघटा
ଦେ. ବି —
କଳାହାଣ୍ଡିପରି ଘୋର କୃଷ୍ଣବର୍ଣ୍ଣ ମେଘ — Very black cloud which brings a heavy shower of rain with it.
[ଦ୍ର—ଏ ମେଘ ଉତ୍ତରପଶ୍ଚିମରୁ ଉଇଁ ଅଚିରାତ୍ ଖୁବ୍ ବୃଷ୍ଟି କରେ]