କଳା ଇନ୍ଦ୍ରୀବର
ଦେଖଣା
କଳା ଇନ୍ଦ୍ରୀବର —
ଉଚ୍ଚାରଣ: Kaḻā indībara
ଦେ. ବି (ସଂ. କାଳ ଓ ଇନ୍ଦୀବର) —
ଗାଢ଼ନୀଳବର୍ଣ୍ଣର କଇଁଫୁଲ —Deep-blue lotus.
କାଲି ୟା ଦୂରରୁ ଦେଖି, କଳନା କଲା ମୋ ଆଖି, କଳା ଇନ୍ଦ୍ରୀବର ଆରତିରେ କବିସୂର୍ଯ୍ୟ. କିଶୋରୀଚମ୍ପୁ
କଳା ଇନ୍ଦ୍ରୀବର —
ଉଚ୍ଚାରଣ: Kaḻā indībara
ଦେ. ବି (ସଂ. କାଳ ଓ ଇନ୍ଦୀବର) —
ଗାଢ଼ନୀଳବର୍ଣ୍ଣର କଇଁଫୁଲ —Deep-blue lotus.
କାଲି ୟା ଦୂରରୁ ଦେଖି, କଳନା କଲା ମୋ ଆଖି, କଳା ଇନ୍ଦ୍ରୀବର ଆରତିରେ କବିସୂର୍ଯ୍ୟ. କିଶୋରୀଚମ୍ପୁ