Jump to content

କଳିକି ବାନା ବାନ୍ଧିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳିକି ବାନା ବାନ୍ଧିବା
ଉଚ୍ଚାରଣ: Kaḻiki bānā bāndhibā

ଦେ. କ୍ରି. —

(ଯେ କୌଣସି ସମୟରେ, ଯେ କୌଣସି ଘଟନାରେ) କଳହ କରିବା ପାଇଁ ପ୍ରସ୍ତୁତ ହେବା —To be ready to pick up a quarrel on some justification or other.