କଳିଗୋଳ
ଦେଖଣା
କଳିଗୋଳ —
ଉଚ୍ଚାରଣ: Kaḻigoḻa
ঝগড়াঝাটি
झगड़ावखेड़ा
ଦେ. ବି. (ସହଚର) (ସଂ. କଳହପା. ଗୁଲ୍) —
୧: ବିଶେଷ କଳହ —୧. Loud quarrel; strife.
ନ ହୁଅନ୍ତା ଏହି କଳିଗୋଳ ଘୋର—ରାଧାନାଥ. ନନ୍ଦିକେଶରୀ
୨: ଅନେକ ଲୋକଙ୍କ ମଧ୍ୟରେ ହେବା କଳି ଓ ତଜ୍ଜନିତ ଘୋଓଘାଆ —୨. A quarrel amongst a crowd; brawl; boisterous quarrel.