କଳିଙ୍ଗା
ଦେଖଣା
କଳିଙ୍ଗା —
ଉଚ୍ଚାରଣ: Kaḻiṅgā
ଦେ. ବି. (ସଂ. କଳିଙ୍ଗ) —
୧: ଦାକ୍ଷିଣାତ୍ୟରୁ ଏ ଦେଶକୁ ଅଣାଯିବା ଏକପ୍ରକାର ବଡ଼ ବଳଦ — ୧. A breed of big bullocks imported from the Deccan.
୨: ଦକ୍ଷିଣଦେଶରୁ ଆନୀତ ଏକପ୍ରକାର ବଡ଼ ଗାଈ — ୨. A breed of big cows imported from the Deccan.
ସଂ. ବି. ସ୍ତ୍ରୀ —
୧: ନିତମ୍ବିନୀ ସ୍ତ୍ରୀ; ସୁନ୍ଦରୀ ସ୍ତ୍ରୀ — ୧. A women with beautiful tight and round hips; a beautiful woman (M.W.)
୨: ତ୍ରିବୃତ୍; ତିଉଡ଼ିଲତା — ୨. A creeper; Opomea Turpethum.
ଦେ. ବିଣ —
୧: କଳିଙ୍ଗ ଦେଶ ଜାତ — ୧. Pertaining to the Kaḻiṅga country.
୨: ଦେଶୀ ବାଛୁରୀ ଅପେକ୍ଷା ବଡ଼ ଓ ପୁଷ୍ଟ (ବାଛୁରୀ) — ୨. (calf) Bigger than country-calves.
(ଯଥା—ଏ ବର୍ଷ ଆମ ଗାଈ ଗୋଟିଏ କଳିଙ୍ଗା ବାଛୁରୀ ପକେଇଛି)