Jump to content

କଳିଦ୍ରୁମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳିଦ୍ରୁମ
ଉଚ୍ଚାରଣ: Kaḻdruma

ସଂ. ବି —

ବିଭୀତକ ବା ବାହାଡ଼ା ଗଛ — The Belericamyrobalan (tree)

[ଦ୍ର—ନଳ ରାଜଙ୍କ ଛିଦ୍ରାନ୍ବେଷଣ କରିବା ନିମନ୍ତେ ଶରୀର— ଧାରୀ କଳି ଏହି ବୃକ୍ଷରେ ଆଶ୍ରୟ ଗ୍ରହଣ କରିଥିଲେ]