Jump to content

କଳିନ୍ଦଜା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳିନ୍ଦଜା
ଉଚ୍ଚାରଣ: Kaḻindajā

ସଂ. ବି. ସ୍ତ୍ରୀ. (କଳନ୍ଦ+ଜନ୍ ଧାତୁ=ଜନ୍ମିବା+କର୍ତ୍ତୃ. ଅ +ସ୍ତ୍ରୀ. ଆ) —

କାଳିନ୍ଦକନ୍ୟା; ୟମୁନା ନଦୀ — The Jamunā river.