କଳିପ୍ରିୟ
ଦେଖଣା
କଳିପ୍ରୟ —
ଉଚ୍ଚାରଣ: Kaḻipriya
ସଂ. ବିଣ. (ବହୁବ୍ରାହୀ; କଳ ଅଟେ ପ୍ରିୟ ୟାହାର) —
କଳହପ୍ରିୟ —Quarrelsome.
ସଂ. ବି —
୧: ନାରଦମୁନିଙ୍କର ନାମ — ୧. A name of sage Nārada.
[ଦ୍ର—ପ୍ରବାଦ ଅଛି ଯେ ନାରଦ ଋଷି ସତ କଥାକୁ ଶ୍ଲେଷ ଓ ଦ୍ବିଅର୍ଥଯୁକ୍ତ କରି କହି ଦେବତା ଓ ରାଜା ଆଦିଙ୍କ ମଧ୍ୟରେ କଳି ଭିଆଉଥିଲେ]
୨: ବାନର —୨. Monkey; ape.