କଳିବର୍ଜ୍ଯ
ଦେଖଣା
କଳିବର୍ଜ୍ୟ —
ଉଚ୍ଚାରଣ: Kaḻibarjya
ସଂ. ବିଣ. (୭: ମୀ ତତ୍; କଳି+ବର୍ଜ୍ୟ) —
ଶାସ୍ତ୍ର ଅନୁସାରେ କଳିୟୁଗରେ ଯେଉଁସବୁ କର୍ମ ବର୍ଜନୀୟ ବା କରିବା ଉଚିତ ନୁହେ — (acts) Prohibited to be done in the Kaḻi Age according to the Hindu Codes.
[ଦ୍ର—ଗୋମେଦ, ଅଶ୍ବମେଧ, ଦେବର ଦ୍ବାରା ନିଯୋଗ ବାଧିରେ ପୁତୋତ୍ପାଦନ, ଶ୍ରାନ୍ଧରେ ପଶୁମାଂସ ଦ୍ବାରା ପିଣ୍ଡଦାନ, ସମୁଦ୍ରୟାତ୍ରା ସ୍ବୀକାର, ସନ୍ୟାସ ଆଦି କଳିୟୁଗରେ କରଣୀୟ ନୁହେ]