କଳିମଞ୍ଜ
ଦେଖଣା
କଳିମଞ୍ଜ —
ଉଚ୍ଚାରଣ: Kaḻiman̄ja
থোড়
थार
ଗ୍ରା .ବି. (ସଂ. କଦଳୀ+ମଜ୍ଜା) —
ମ଼ଞ୍ଜା; କଦଳୀ ଗଛ ମଝିରେ ଶୁକ୍ଲ କୋମଳ କାଣ୍ଡ —The kernel- stalk inside the trunk of a plant tree.
[ଦ୍ର—ଏହାକୁ ତରକାରୀ ଓ ରାଇତା କରି ଖିଆଯାଏ; ଏହା ଶୂଳ ରୋଗ ଓ ମୂତ୍ରକୃଚ୍ଛ୍ରରେ ଔଷଧରୂପେ ବ୍ୟବହୃତ ହୁଏ]