Jump to content

କଳିମଞ୍ଜି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳିମଞ୍ଜି
ଉଚ୍ଚାରଣ: Kaḻiman̄ji

ଦେ. ବି. (ସଂ. କଳି+ମଜ୍ଜା) —

୧: କଳହର ଅସଲ କାରଣ — ୧. The root cause of a quarrel; the matter at issue.

୨: କଳହ ଉତ୍ପାଦକ ବିଷୟ — ୨. The seed of dessension.