Jump to content

କଳିମୁଣି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳିମୁଣି
ଉଚ୍ଚାରଣ: Kaḻimuṇi

ଦେ. ବି —

୧: ନାରଦଙ୍କ କଳିବଟୁଆ — ୧. The proverbial wallet carried by sage Narada and said to contain the seeds of contention.

[ଦ୍ର—ଲୋକେ ବିଶ୍ବାସ କରନ୍ତି ଯେ ନାରଦମୁନି ଯେଉଁଠାକୁ ୟାଉଥିଲେ ସେଠାରେ ତାଙ୍କ ସାଙ୍ଗେ ସାଙ୍ଗେ ଥିବା ମୁଣିଟିକୁ ଝାଡ଼ି ଦେଉଥିଲେ ଏବଂ ସେଠାରେ ନିଶ୍ଚୟ କଳି ଲାଗୁଥିଲା]

୨: କଳହପ୍ରିୟ ବ୍ୟକ୍ତି —୨. A quarrelsome person.