Jump to content

କଳିଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳିଳ
ଉଚ୍ଚାରଣ: Kaḻiḻa

ସଂ. ବିଣ. (କଳ ଧାତୁ+କର୍ମ. ଇଳ) —

୧: ଗହନ; ନିବିଡ଼ — ୧. Dense.

୨: ୟାହା ଭିତରେ ସହଜରେ ପ୍ରବେଶ କରି ହୁଏ ନାହିଁ ଦୂର୍ଭେଦ୍ୟ —୨. Impenetrable.

୩: ମିଶ୍ରିତ —୩. Mixed.