କଳିହୁଡ଼ା
ଦେଖଣା
କଳିହୁଡ଼ା —
ଉଚ୍ଚାରଣ: Kaḻihuṟḍ̠ā
(କଳିହୁଡ଼ୀ—ସ୍ତ୍ରୀ)
ଦେ. ବିଣ. ଫୁ. (ସଂ. କଳହ) —
କଳହପ୍ରିୟ — Quarrelsome; brawling.
ବୟସ ଥିବା ବେଳେ ଆନୀ ଆଈ ବଡ଼ କଳିହୁଡ଼ୀ ଥିଲା ଫକୀରମୋହନ. ଗଳ୍ପସ୍ବଳ୍ପ
କଳିହୁଡ଼ା —
ଉଚ୍ଚାରଣ: Kaḻihuṟḍ̠ā
(କଳିହୁଡ଼ୀ—ସ୍ତ୍ରୀ)
ଦେ. ବିଣ. ଫୁ. (ସଂ. କଳହ) —
କଳହପ୍ରିୟ — Quarrelsome; brawling.
ବୟସ ଥିବା ବେଳେ ଆନୀ ଆଈ ବଡ଼ କଳିହୁଡ଼ୀ ଥିଲା ଫକୀରମୋହନ. ଗଳ୍ପସ୍ବଳ୍ପ