Jump to content

କଳିଯୁଗ

ଉଇକିଅଭିଧାନ‌ରୁ
(କଳିୟୁଗରୁ ଲେଉଟି ଆସିଛି)

ଶବ୍ଦାର୍ଥ:

କଳିଯୁଗ
ଉଚ୍ଚାରଣ: Kaḻij̄uga

ସଂ. ବି —

ହିନ୍ଦୁପୁରାଣ ମତରେ ସୃଷ୍ଟିର ଚତୁର୍ଥ ବା ଶେଷ ଯୁଗ (ଯୁଗ ତଳେ ନୋଟ ଦେଖ) The ୪th age of the creation according to the Hindu mythology (See notes under j̄uga).